ଧାମନଗର ଉପନିର୍ବାଚନ; ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ

0

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଭୋଟଗ୍ରହଣ ଜାରି ରହିଛି। ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ମତଦାନର ଧାରା ବଜାୟ ରହିଲେ, ମତଦାନ ଶେଷ ସୁଦ୍ଧା ୭୦ ପ୍ରତିଶତ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ବୋଲି ଆକଳନ କରାଯାଉଛି। ସେହିପରି ଧାମନଗର ଉପନିର୍ବାଚନ ଲାଗି ପ୍ରାର୍ଥୀ ମାନେ ମଧ୍ୟ ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି।

ସୂଚନା ଅନୁସାରେ, ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଧାମନଗର ଉପନିର୍ବାଚନ ପାଇଁ ‌ଭୋଟ ଗ୍ରହଣ ଆରମ୍ଭ ହୋଇଛି।

 

Leave a comment