Browsing Tag

Political

ରାଜ୍ୟ କଂଗ୍ରେସ ଭବନରେ ଗୋଷ୍ଠୀ ସଂଘର୍ଷ: ଯୁବ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ କଂଗ୍ରେସ ଭବନରେ ଗୋଷ୍ଠୀ ସଂଘର୍ଷ । କଂଗ୍ରେସ ଭବନ ଭିତରେ ଯୁବ କଂଗ୍ରେସର ଦୁଇଗୋଷ୍ଠୀ ମୁହାଁମୁହିଁ । ଯୁବ କଂଗ୍ରେସ ସଭାପତିଙ୍କ ଅଫିସରେ ବ୍ୟାପକ ଭଙ୍ଗାରୁଜା । ଗତକାଲି ରାତିରେ ଦୁଇ ଗୋଷ୍ଠୀ ହୋଇଥିଲେ ମୁହାଁମୁହିଁ । ରାଜ୍ୟ କଂଗ୍ରେସରେ ଆଭ୍ୟନ୍ତରୀଣ…

ପିପିଲିରେ ନିର୍ବାଚନୀ ପରବର୍ତ୍ତୀ ହିଂସା : ଦୁଇ ଦଳର କର୍ମୀ ମୁହାଁମୁହିଁ, ଜଣେ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସରିଛି ପିପିଲି ନିର୍ବାଚନ ଭୋଟ ଗଣତି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୨୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ତେବେ ଫଳାଫଳ ଘୋଷଣା ପରେ ରବିବାର ସନ୍ଧ୍ୟାରେ ବଳଙ୍ଗା ଥାନା ଅନ୍ତର୍ଗତ କମାକନ୍ତିଆ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ…

ପିପିଲି ଉପ-ନିର୍ବାଚନ: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ବିଜୟୀ, ଅମାନତ ହରାଇଲା କଂଗ୍ରେସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିପିଲିରେ ବାଜି ମାରିନେଇଛି ବିଜୁ ଜନତା ଦଳ । ବିଜେଡି ବିଜୟୀ ହୋଇଛି ଆଉ ଏକ ଉପ-ନିର୍ବାଚନ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ…

Pipili By-Election: ଷଷ୍ଠ ରାଉଣ୍ଡ ସୁଦ୍ଧା ୬ ହଜାରରୁ ଅଧିକ ଭୋଟରେ ଆଗୁଆ ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିପିଲି ଉପନିର୍ବାଚନ ଭୋଟ୍ ଗଣତିରେ ଆଗୁଆ ରହିଛି ବିଜେଡି । ପ୍ରଥମ ରାଉଣ୍ଡରୁ ଆଗୁଆ ରହିଥିବା ବିଜେଡି ଷଷ୍ଠ ରାଉଣ୍ଡରେ ମଧ୍ୟ ଆଗୁଆ ରହିଛି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୬ ହଜାର ୩୨୪ ଭୋଟରେ ଆଗୁଆ ଅଛନ୍ତି । ଷଷ୍ଠ ରାଉଣ୍ଡ ସୁଦ୍ଧା…

ପିପିଲି ଉପନିର୍ବାଚନ : ଭୋଟିଂ ବେଳେ ପୋଲିଂ ଅଫିସର୍ ଅସୁସ୍ଥ, ଡେଲାଙ୍ଗ ମେଡିକାଲରେ ଭର୍ତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିପିଲି ଉପନିର୍ବାଚନ ଭୋଟିଂ ଜାରି ରହିଛି । ଏହି ସମୟରେ ଘୋରଡିଆ ମତଦାନ କେନ୍ଦ୍ରରେ ଜଣେ ପୋଲିଂ ଅଫିସର ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ମତଦାନ କେନ୍ଦ୍ରରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଆସି ତାଙ୍କୁ ଚିକିତ୍ସା କରୁଛନ୍ତି । ତାଙ୍କୁ ଅଧିକ…

ପିପିଲି ଉପ-ନିର୍ବାଚନ ନେଇ ପ୍ରସ୍ତୁତି ଶେଷ; ନିର୍ବାଚନ କାର୍ଯ୍ୟରେ ୨୨୦୦ କର୍ମଚାରୀ ନିୟୋଜିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିପିଲି ଉପ-ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କ ପ୍ରେସମିଟ୍ । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ୭୨ଘଣ୍ଟା ପୂର୍ବରୁ ସାଇଲେଣ୍ଟ ପିରିୟଡ଼ ଲାଗୁ ହେବା କଥା । ସେହି ଅନୁଯାୟୀ ଗତକାଲି ସନ୍ଧ୍ୟା ୬ଟାରୁ ସାଇଲେଣ୍ଟ…

ଆଜି ମତଦାନ କେନ୍ଦ୍ର ଅଭିମୁଖେ ବାହାରିବେ ପୋଲିଂ ପାର୍ଟି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିପିଲି ଉପ-ନିର୍ବାଚନ ପାଇଁ ଆଜି ବୁଥ୍ ଅଭିମୁଖେ ଯିବେ ପୋଲିଂ ପାର୍ଟି । ୩ ପର୍ଯ୍ୟାୟରେ ପୋଲିଂ ପାର୍ଟିଙ୍କୁ ପଠାଯିବ। ଏଥିପାଇଁ ୧୦ଟି କାଉଣ୍ଟର ବ୍ୟବସ୍ଥା କରାଯାଇଛି । ଇ.ଭି.ଏମ୍ ଓ ଅନ୍ୟାନ୍ୟ ସାମଗ୍ରୀ ଦେବା ଲାଗି ସିଙ୍ଗଲ ୱିଣ୍ତୋ ବ୍ୟବସ୍ଥା କରାଯାଇଛି। ପିପିଲି…

ଆଜିଠୁ ପୁଣି କମ୍ପିବ ପିପିଲି, ପ୍ରଚାର ମଇଦାନକୁ ଓହ୍ଲାଇବେ ହେଭିୱେଟ୍ ନେତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିପିଲି ଉପନିର୍ବାଚନ ଲାଗି ଆଜିଠୁ ଆରମ୍ଭ ହେବ ବିଧିବଦ୍ଧ ପ୍ରଚାର । ସାନି ପ୍ରଚାର ଲାଗି ବିଜେଡି ବିଜେପି ଓ କଂଗ୍ରେସ ନିଜ ନିଜ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରି ସାରିଛନ୍ତି । କୋଭିଡ କଟକଣା ଭିତରେ ହେବାକୁ ଥିବା ସାନି ପ୍ରଚାରରେ ବିଜେଡି ସୁପ୍ରିମୋ…

ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳ ଡିଆଁ ପର୍ବ । କଂଗ୍ରେସକୁ ବାଏ ବାଏ କରି ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ । ଭାଙ୍ଗିଲା କୋରାପୁଟ କଂଗ୍ରେସ ଗଡ । କଂଗ୍ରେସ କ୍ୟାମ୍ପ୍ ଉପରେ ଏବେ ବିଜେଡି ପକାଇଛି ନଜର । ନିଜ କର୍ମୀ ଓ…

ପଞ୍ଚାୟତ ନିର୍ବାଚନ ପାଇଁ ଫିଟିଲା ବାଟ, ବିଧାନସଭାରେ ପାରିତ ହେଲା ଓଡିଶା ପଞ୍ଚାୟତ ସଂଶୋଧନ ବିଲ୍ ୨୦୨୧

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭାରେ ପାରିତ ହେଲା ଓଡିଶା ପଞ୍ଚାୟତ ସଂଶୋଧନ ବିଲ୍ ୨୦୨୧ । ଏହି ବିଧେୟକ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ…