Browsing Tag

Political

ରାଜ୍ୟର ‘କ୍ରିମିନାଲାଇଜେସନ୍ ଇନ୍ ପଲିଟିକ୍ସ’ ବନ୍ଦ ନହେବା ପର୍ଯ୍ୟନ୍ତ ମହିଳା ଅସୁରକ୍ଷିତ : ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟରେ ଭୁଷୁଡି ପଡିଥିବା ଆଇନ ଶୃଙ୍ଖଳା କାରଣରୁ ରାଜ୍ୟବାସୀ ଆଜି ସାଧାରଣ ନ୍ୟାୟ ପାଇବାରୁ ବଂଚିତ ହେବା ସହ ହନ୍ତସନ୍ତ ହେଉଛନ୍ତି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ଚେର ଆଜି ରାଜ୍ୟର କୋଣ ଅନୁକୋଣକୁ ପହଂଚିସାରିଛି । କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ । ଗତ ୨୪…

ପ୍ରତିଷ୍ଠା ଦିବସରେ ଆତ୍ମସମୀକ୍ଷା ନକରି ପୁଣି ମିଛର ବାତ୍ୟା କରୁଛି ବିଜେଡି : ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର: ଓଡିଶାର ଶାସନ ଦାୟିତ୍ୱରେ ଥିବା ବିଜୁ ଜନତା ଦଳ ନିଜ ୨୫ତମ ପ୍ରତିଷ୍ଠା ଦିବସ ଗତ କାଲି ପାଳନ କରିଛି । ଗୋଟିଏ ରାଜ୍ୟରେ ନିରୁଙ୍କଶ ଭାବେ ଦୀର୍ଘ ୨୧ ବର୍ଷ ଧରି ଶାସନ କ୍ଷମତାରେ ରହିବା କୈଣସି କମ୍ କଥା ନୁହେଁ । ପ୍ରତିଷ୍ଠା ଦିବସରେ ଶାସକ ବିଜେଡିର ଉପଲବ୍ଧି ଗୁଡିକର ଏକ ନିରପେକ୍ଷ…

ବ୍ରହ୍ମଗିରିରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା

ଆଜି ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବ୍ଲକ ଢ଼ାବାଛକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି…

କଂଗ୍ରେସ ସେବାଦଳ ପକ୍ଷରୁ ସଦ୍‌ଭାବନା ରାଲି

ଭୁବନେଶ୍ୱର: ଦୀର୍ଘଦିନ ପରେ, ପଞ୍ଚାୟତ ଓ ନଗର ପାଳିକା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ଏକ ଶୃଙ୍ଖଳିତ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସ, ସେବାଦଳର ୯୮ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ବିରାଟ ସଦ୍ଭାବନା…

ପଛୁଆ ବର୍ଗଙ୍କୁ ସଂରକ୍ଷଣ ମାମଲାରେ ବିଜେଡି କଟା ଘା’ରେ ଚୂନ ମାରିବା ବନ୍ଦ କରୁ- ସମୀର ମହାନ୍ତି

ଭୁବନେଶ୍ୱର : ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗକୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଇ ନିଜ ଦଳରେ ୪୦ ପ୍ରତିଶତ ଅଧିକାର ଦେବେ ବୋଲି କହି ଶାସକ ଦଳ ବିଜେଡି ଓବିସିଙ୍କ କଟା ଘା’ରେ ଚୂନ ମାରିବା ବନ୍ଦ କରୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।…

ନିର୍ବାଚନକୁ ଓମିକ୍ରନ୍‌ ଭୟ : ବନ୍ଦହେଲା ପଞ୍ଚାୟତ ନିର୍ବାଚନ, ଶିବରାଜ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଦେଶରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଲାଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରିବା ପାଇଁ ଅପିଲ କରାଯାଉଛି । ତେବେ ବଡ କଥା ହେଉଛି ଆଗକୁ କିଛି ରାଜ୍ୟରେ ବିଧାନସଭା ଏବଂ ଆଉ କିଛି ରାଜ୍ୟରେ ପଞ୍ଚାୟତ ନିର୍ବାଚନ…

ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ଦିଆଯିବ ୪୦ ପ୍ରତିଶତ ପ୍ରାର୍ଥୀ

ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ସହିତ ସେମାନଙ୍କୁ ନ୍ୟାର୍ଯ୍ୟ ରାଜନୈତିକ ଅଧିକାର ପ୍ରଦାନ ପାଇଁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ…

ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ସଂଜୀବ ସାହୁ ବିଜେଡି ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା କହିଛନ୍ତି । ସେ ପୂର୍ବରୁ ୪ ଥର ବିଧାୟକ ରହି ସାରିଥିବା କହିଛନ୍ତି । ୨ ଥର ବୀରମହାରାଜପୁର ଏବଂ ୨…

ଦୀପାବଳି ପୂର୍ବରୁ ବିଜେପିକୁ ଶକ୍ତ ଝଟକା, ଉପ ନିର୍ବାଚନରେ ଜିତିଲା ମାତ୍ର ୭ ଆସନ

ଦୀପାବଳି ପୂର୍ବରୁ ବିଜେପିକୁ ଝଟକା। ଆସନ୍ତା ବର୍ଷ ପାଞ୍ଚ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ପରାଜୟମୁହଁ ଦେଖିବାକୁ ପଡିଛି। ମଙ୍ଗଳବାର ପ୍ରକାଶ ପାଇଛି ୧୩ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ଉପ ନିର୍ବାଚନର ଫଳାଫଳ। ଏଥିରେ କଂଗ୍ରେସ ସଫଳତା ପାଇଥିବା ବେଳେ…

ପାର୍ଟି ଅଫିସରୁ ହଟିବ ମହାମନ୍ତ୍ରୀଙ୍କ ଆବାସ, ସଭାପତିଙ୍କ ହାତରେ ରହିବ କ୍ଷମତା କେନ୍ଦ୍ର

ଭାରତୀୟ ଜନତା ପାର୍ଟି ନିଜ ସଂଗଠନକୁ ସୁଦୃଢ କରିବା ପାଇଁ କସରତ ଆରମ୍ଭ କରିଛି । କେନ୍ଦ୍ରୀୟରୁ ନେଇ ରାଜ୍ୟ ସ୍ତରୀୟ ସଂଗଠନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ କିଛି ବ୍ୟବସ୍ଥାପିତ ପରିବର୍ତ୍ତନ କରିବାକୁ ଯାଉଛି। ଏହା ଅଧୀନରେ ଦଳ କାର୍ଯ୍ୟାଳୟରେ ସଂଗଠନର ସାଧାରଣ ମନ୍ତ୍ରୀଙ୍କ ପାଇଁ ଗୃହ…