Browsing Tag

Political

କେନ୍ଦ୍ରାପଡାରେ ୬ ବିଜେପି କର୍ମୀ ବହିଷ୍କୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ ଜଣ ବିଶୃଙ୍ଖଳା ଆଚରଣ କରୁଥିବା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବହିଷ୍କୃତ ବିଜେପି କର୍ମୀଙ୍କ ମଧ୍ୟରେ ଦଳର ଦୁଇ ଜଣ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରହିଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ…

ଉତ୍ତରପ୍ରଦେଶରେ ଭର୍ଚୁଆଲ ରାଲି କରିବେ ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଉତ୍ତରପ୍ରଦେଶରେ 'ଜନ ଚୌପାଲ' ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ମଧ୍ୟାହ୍ନରେ ଆୟୋଜିତ ହେବାକୁ ଥିବା ଏହି ରାଲିରେ ଆଲିଗଡ଼,ମିରଟ, ଗାଜିଆବାଦ,ନୋଏଡା ଓ ହାପୁଡ଼ର 23 ବିଧାନସଭା ମଣ୍ଡଳୀର ଲୋକେ ସାମିଲ ହେବେ। ବିଭାନସଭା ନିର୍ବାଚନ ନେଇ ଏହା…

ନିର୍ବାଚନୀ ହିଂସାରୁ ନିବୃତ ରହୁ ବିଜେଡି : ଡ.ଲେଖାଶ୍ରୀ

ଓଡିଶା ଫାଷ୍ଟ : ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସନ କ୍ଷମତା ଏବଂ ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଥିବାର ପ୍ରମାଣିତ ହେବା ସତ୍ୱେ ରାଜ୍ୟ…

ଅଖିଳେଶଙ୍କୁ ଟକ୍କର ଦେବେ ଅପର୍ଣ୍ଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପିରେ ସାମିଲ ହୋଇଛନ୍ତି ମୁଲାୟମ ସିଂ ଯାଦବଙ୍କ ସାନବୋହୂ ଅପର୍ଣ୍ଣା । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବିରୋଧରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ । ବିଜେପି ତାଙ୍କୁ କରହଲ ଆସନରୁ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସୋମବାର…

159 ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା SP

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସପି) 159 ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । କରହଲ ନିର୍ବାଚନ ମଣ୍ଡଳୀରୁ ଦଳ ମୁଖ୍ୟ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ଅବଦୁଲ୍ଲା ଆଜାମ ଖାନଙ୍କୁ ସୁଆର ବିଧାନସଭା ଆସନରୁ…

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି : ନରସିଂହ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଏବେ ରାଜଧାନୀଠୁ ନେଇ ଗାଁ ଗଣ୍ଡାରେ ରାଜନୀତି ସରଗରମ। କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ ଚାରିଆଡରେ ଚର୍ଚ୍ଚା। ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ନିଜର ସ୍ଥିତି ଦୃଢ କରିବା ସହିତ ଅଧିକରୁ…

ଆସନ୍ତାକାଲିଠୁ ନାମାଙ୍କନ, ୬୭୯୩ ସରପଞ୍ଚ ଏବଂ ୮୫୩ ଜିଲ୍ଳା ପରିଷଦ ପାଇଁ ହେବ ଲଢେଇ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲିଠୁ ହେବ ନାମାଙ୍କନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ। ଜାନୁଆରୀ ୧୭ରୁ ଜାନୁଆରୀ ୨୧ ଯାଏ ନାମାଙ୍କନ ଚାଲିବ । ଏଥର ୮୫୩ ଜିଲ୍ଳାପରିଷଦ, ୬୭୯୩ ସରପଞ୍ଚ, ୬୭୯୩ ସମିତିସଭ୍ୟ ଏବଂ ୯୧,୯୧୬ ଓ୍ବାର୍ଡ ସଭ୍ୟ ପଦବୀ…

ବିଜେପିରେ ମିଶିବେ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପି ସହ ଆଲୋଚନା କରିଛନ୍ତି । ଅତିଶୀଘ୍ର ସେ ବିଜେପିରେ ମିଶିବେ ବୋଲି କୁହାଯାଉଛି । ୨୦୧୭ରେ ଅପର୍ଣ୍ଣା କେଣ୍ଟରୁ ନିର୍ବାଚନ ଲଢି ଦ୍ୱିତୀୟ…

ଫେବ୍ରୁଆରି ୧୦ରୁ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ କରୋନାର ୩ୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ ଆଜି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏହି ୫ଟି ରାଜ୍ୟ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର । ଏସବୁ ନିର୍ବାଚନ ସଂପୂର୍ଣ୍ଣ କୋଭିଡ୍…

ଗଣଦୁଷ୍କର୍ମକାରୀଙ୍କୁ ଘଣ୍ଟ ଘୋଡାଉଛି ପୋଲିସ: ବିଜେପି ମହିଳା ମୋର୍ଚ୍ଚା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗନ୍ ପଏଣ୍ଟରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ସରକାର ସୁରକ୍ଷା ଦେଉଥିବା ଅଭିଯୋଗ କଲା ବିଜେପି ମହିଳା ମୋର୍ଚ୍ଚା । ଐଶ୍ବର୍ଯ୍ୟା ବିଶ୍ବାଳଙ୍କ ନେତୃତ୍ବରେ ପୀଡ଼ିତାଙ୍କୁ ବିଜେପି ପ୍ରତିନିଧି ଦଳ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ…