Browsing Tag

Political

ଶୂନ୍ୟକାଳରେ ଉଠିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରସଙ୍ଗ, ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ସଦସ୍ୟ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରସଙ୍ଗରେ ଗାନ୍ଧି ମୂର୍ତ୍ତି ତଳେ ବିଜେପି ସଦସ୍ୟ ଧାରଣା ଦେଇଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ ବିଜେପି ସଦସ୍ୟ…

ବିଜେପି ନେତାଙ୍କ ବିବୃତ୍ତିରେ ଓଡିଆ ଲୋକେ ଅପମାନିତ: ବିଜେଡି

ଭୁବନେଶ୍ୱର: ବିଜେପି ନେତା ଶ୍ରୀ ପିତାମ୍ବର ଆଚାର୍ଯ୍ୟ ତାଙ୍କର ମାନସିକ ସନ୍ତୁଳନ ହରାଇଛନ୍ତି ଏବଂ ସେଥିପାଇଁ ଏଭଳି ମିଥ୍ୟା, ଭିତ୍ତିହୀନ, ଅଯଥା ଅଭିଯୋଗ ସହିତ ଅସନ୍ତୋଷ ପ୍ରକାଶ କରୁଛନ୍ତି ଯାହା ତାଙ୍କର ବୌଦ୍ଧିକ ଦେବାଳିଆ ପଣକୁ ପ୍ରକାଶ କରୁଛି । ଏହା କରିବାବେଳେ ସେ ଓଡିଆ ଜାତି ଏବଂ ଓଡିଆ…

ପିପିଲି ଉପନିର୍ବାଚନ ପାଇଁ ଫିଟିଲା ବାଟ, ମତାମତ ଲୋଡ଼ିଲେ EC

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁବଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ। କରୋନା ମହାମାରୀ ସମୟରେ କିଭଳି ନିର୍ବାଚନ କରାଯିବ, ସେନେଇ ସମସ୍ତ ରାଜନୈତିକ ଦଳଗୁଡିକର ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ । ଅଗଷ୍ଟ ୩୦ ସୁଦ୍ଧା ମତାମତ ଦେବା ପାଇଁ କୁହାଯାଇଛି। ଆଗକୁ ୫ଟି ରାଜ୍ୟରେ…

୬ ଓଡ଼ିଆ ଶିଶୁ ଶ୍ରମିକଙ୍କୁ ପୋଡ଼ି ପାଉଁଶ କରି ଦିଆଗଲା : ପ୍ରଦୀପ ମାଝି

ରାଜ୍ୟ ସରକାରଙ୍କୁ କଂଗ୍ରେସ ପ୍ରଶ୍ନ ମାଡ଼ । ଆନ୍ଧ୍ର ପ୍ରଦେଶର ରାମ୍ପଲିରେ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତ ୩୦ ତାରିଖରେ ୬ ଜଣ ଓଡ଼ିଆ ଶିଶୁ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ବିଦ୍ୟୁତ୍ ଶର୍ଟ ସର୍କିଟରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିବା ବେଳେ ସେମାନଙ୍କୁ ପୋଡ଼ି ପାଉଁଶ କରି ଦିଆଗଲା…

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ସୋନିଆ ଗାନ୍ଧିଙ୍କୁ ଭେଟିବେ କଂଗ୍ରେସ ନେତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଜାବରେ ରାଜନୀତି ସରଗରମ ହେବାରେ ଲାଗିଛି । ରାଜନୀତି ଶାସକ ଏବଂ ବିରୋଧୀ ମଧ୍ୟରେ ନୁହେଁ ବରଂ କ୍ଷମତାରେ ଥିବା ଦୁଇ ଶାସକ ଗୋଷ୍ଠୀ ମଧ୍ୟରେ । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ବିରୋଧରେ ଏକଜୁଟ ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁଙ୍କ ଗୋଷ୍ଠୀ ।…

ପାରାଦୀପ ବନ୍ଦର ପ୍ରତି କେନ୍ଦ୍ରର ରହିଛି ବୈମାତୃକ ମନୋଭାବ: ଦାମୋଦର ରାଉତ

ଭୁବନେଶ୍ୱର: ପାରାଦୀପ ବନ୍ଦର ଅଧ୍ୟକ୍ଷ ପଦ ଖାଲି ପଡ଼ିବା ନେଇ ଅଭିଯୋଗ ଆଣିଲେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ସେ ଅଭିଯୋଗ କରିଛନ୍ତି ଯେ ପାରାଦୀପ ବନ୍ଦର ବିରୋଧରେ କେନ୍ଦ୍ର ସରକାର ଚକ୍ରାନ୍ତ କରୁଛନ୍ତି। ବର୍ଷକରୁ ଅଧିକ ସମୟ ହେଲାଣି ପାରାଦୀପ ବନ୍ଦର ଅଧ୍ୟକ୍ଷ ପଦ ଖାଲିପଡିଛି।…

ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ବଦ୍ଧପରିକର: ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଛୁଆ ବର୍ଗଙ୍କୁ ମିଳିବ ନ୍ୟାୟ। ନ୍ୟାୟ ଦେବାକୁ ବଦ୍ଧପରିକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। OBC ନ୍ୟାୟ ପାଇଁ ଲଢେଇରେ ସାମିଲ ହେବାକୁ ସବୁ ଦଳ ଓ ସଂଗଠନକୁ ଆହ୍ୱାନ ଦେଲା ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ…

ପୌର ନିର୍ବାଚନ ନେଇ ଉଷ୍ମତା: କେବେ ହେବ ଜଣାନାହିଁ, ପ୍ରସ୍ତୁତି ଜୋର୍‌ ଧରିଲାଣି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପୌର ନିର୍ବାଚନ କେବେ ହେବ ତାହା ସ୍ଥିର ହୋଇନି। ଏପରିକି ପୌର ନିର୍ବାଚନରେ ସଂରକ୍ଷଣ ସମ୍ବନ୍ଧୀୟ ଦୁଇଟି ଆଇନରେ ଏପର୍ଯ୍ୟନ୍ତ ସଂଶୋଧନ ଅଣାଯାଇନି। ଏହାକୁ କ୍ୟାବିନେଟ୍‌ରେ ଅନୁମୋଦନ, ବିଧାନସଭାରେ ପାରିତ କରିବା ବାକି ଅଛି। ଏତିକିବେଳେ ନଗର ଉନ୍ନୟନ…

ସରକାରଙ୍କ ହାତବାରିସି ସାଜିଛି ଟ୍ୱିଟର : ରାହୁଲ ଗାନ୍ଧି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟ୍ୱିଟର କରୁଛି ପକ୍ଷପାତିତ । ସରକାର କହୁଛନ୍ତି ସେ ତାହୁ ଶୁଣୁଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ରାହୁଲ କହିଛନ୍ତି “ଗଣତନ୍ତ୍ର ଆକ୍ରମଣର ଶିକାର ହୋଇଛି । ଆମକୁ ସଂସଦରେ କହିବାକୁ ଅନୁମତି ଦିଆଯାଇ ନାହିଁ । ଗଣମାଧ୍ୟମ ନିୟନ୍ତ୍ରିତ ଏବଂ ମୁଁ…

ବିଜେଡ଼ିର ବଡ଼ ନିଷ୍ପତ୍ତି; ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ଦଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିବ ବିଜୁ ଜନତା ଦଳ। ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ ଟିକଟ ଦେବ ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ…