୬ ମାସ ଛୁଟିରେ ରହିଲେ ସୁଜାତା କାର୍ତ୍ତିକେୟନ

0

୬ ମାସ ଛୁଟିରେ ରହିଲେ ଆଇଏଏସ ସୁଜାତା କାର୍ତ୍ତିକେୟନ । ଆସନ୍ତା ନଭେମ୍ବର ୨୬ ତରିଖ ଯାଏଁ ସେ ଛୁଟିରେ ରହିବେ । ସେ ୬ମାସ ଚାଇଲ୍ଡ କେୟାର ଲିଭ୍ରେ ରହିଲେ ।

ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ସେ ଛୁଟିରେ ରହିଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଚିଠିରି ଏହା ଉଲ୍ଲେଖ ରହିଛି ।

ତେବେ ମିଶନ ଶକ୍ତିରୁ ଅପସାରଣ ପରେ ସୁଜାତା ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ବରେ ଥିଲେ ।

 

 

 

Leave a comment