Browsing Tag

Sujatha Karthikeyan was on leave for 6 months

୬ ମାସ ଛୁଟିରେ ରହିଲେ ସୁଜାତା କାର୍ତ୍ତିକେୟନ

୬ ମାସ ଛୁଟିରେ ରହିଲେ ଆଇଏଏସ ସୁଜାତା କାର୍ତ୍ତିକେୟନ । ଆସନ୍ତା ନଭେମ୍ବର ୨୬ ତରିଖ ଯାଏଁ ସେ ଛୁଟିରେ ରହିବେ । ସେ ୬ମାସ ଚାଇଲ୍ଡ କେୟାର ଲିଭ୍ରେ ରହିଲେ । ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ସେ ଛୁଟିରେ ରହିଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଚିଠିରି ଏହା ଉଲ୍ଲେଖ…