ଚାଲିଗଲେ ଓଡିଆ ସିନେ ଜଗତର ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି
ଚାଲିଗଲେ ଓଡିଆ ସିନେ ଜଗତର ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି । ଗତକାଲି ବାରିପଦା ପୁରୁଣା ହାଟସାହିସ୍ଥିତ ନିଜ ବାସଭବନରେ ଦୁନିଆରୁ ବିଦାୟ ନେଇଛନ୍ତି ନିମାଇଁ ।
କିଛି ଦିନରୁ ଅସୁସ୍ଥତା ସହ ଲଢେଇ କରୁ କରୁ ଶେଷରେ ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି । ତାଙ୍କ ମୃତ୍ୟୁରେ ଓଡିଆ ସିନେମା ସହିତ ବିଭିନ୍ନ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।