Browsing Tag

niami-mohanty-pass-away

ଚାଲିଗଲେ ଓଡିଆ ସିନେ ଜଗତର ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି

ଚାଲିଗଲେ ଓଡିଆ ସିନେ ଜଗତର ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି । ଗତକାଲି ବାରିପଦା ପୁରୁଣା ହାଟସାହିସ୍ଥିତ ନିଜ ବାସଭବନରେ ଦୁନିଆରୁ ବିଦାୟ ନେଇଛନ୍ତି ନିମାଇଁ । କିଛି ଦିନରୁ ଅସୁସ୍ଥତା ସହ ଲଢେଇ କରୁ କରୁ ଶେଷରେ ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି । ତାଙ୍କ ମୃତ୍ୟୁରେ ଓଡିଆ ସିନେମା…