ଘରେ ଲାଗିରହୁଛି କି ଅଶାନ୍ତି ? ତେବେ ଭଗବାନ ଶ୍ରୀକୃଷ୍ଣ ଙ୍କ ଏହି ମନ୍ତ୍ରକୁ କରନ୍ତୁ ପାଳନ, ଦୂର ହେବ ସବୁ ସମସ୍ୟା
ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବରେ ଜଣାଶୁଣା l ଶ୍ରୀକୃଷ୍ଣ ଙ୍କ ସାରା ବିଶ୍ୱରେ ରହିଛନ୍ତି, ସନାତନ ମାନ୍ୟତା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ପଛରେ ସାରା ବ୍ରହ୍ମାଣ୍ଡ ରେ ବିଦିତ l ଯାହା ଆମ ସମସ୍ତଙ୍କ ପାଇଁ ପରିଚିତ l ମାନ୍ୟତା ରହିଛି ଯେ ଜୀବନର ସମସ୍ତ କଷ୍ଟ ଓ ଆର୍ଥିକ ଅନାଟନ ସହିତ ସମସ୍ତ ସମସ୍ୟା ଦୂର ହୋଇଥାଏ l
– ପରିବାରର ସମସ୍ତ କଳହ ଓ କ୍ଳେଶ ଦୂର କରିବା ପାଇଁ ପ୍ରତିଦିନ ସକାଳୁ ସ୍ନାନ କରି ସାରିବା ପରେ ‘ କୃଷ୍ନାୟ ବାସୁଦେବାୟ ହରାୟେ ପରମାତ୍ମନେ , ପ୍ରଣତ କ୍ଳେଷନାଶୟ ଗୋବିନ୍ଦାୟ ନମୋ ନମଃ l ‘
– ଯଦି ବିବାହ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖାଦେଉଛି କିମ୍ବା ବିବାହ କାର୍ଯ୍ୟରେ ବିଳମ୍ବିତ ହେଉଛି ତେବେ ଏହି ଦିବ୍ୟ ମନ୍ତ୍ର ନିହାତି ପାଠ କରନ୍ତୁ ‘କ୍ଲିଙ୍ଗ କୃଷ୍ନାୟ ଗୋବିନ୍ଦାୟ ଗୋପୀଜନବଲ୍ଲଭାୟ ସ୍ୱାହା l ‘
– ଏହି ମନ୍ତ୍ରଟି ଶ୍ରୀକୃଷ୍ଣଙ୍କ ର ଗୋଟିଏ ମୂଳମନ୍ତ୍ର ଅଟେ, ଯାହାର ପ୍ରୟୋଗ ଦ୍ୱାରା ବ୍ୟକ୍ତି ଧନ ପ୍ରାପ୍ତି କରିଥାଏ l ଏହା ବ୍ୟତୀତ ପରିବାରରେ ସୁଖର ବର୍ଷା ହୋଇଥାଏ l ‘ ଶ୍ରୀ କୄଙ୍ଗ କୃଷ୍ଣ ଆକୃଷ୍ଣlୟ ନମଃ l ‘
– ଏହା କୌଣସି ସାଧାରଣ ମନ୍ତ୍ର ନୁହେଁ, ଏହା ଶ୍ରୀକୃଷ୍ଣଙ୍କ ର ଦିବ୍ୟ ସପ୍ତାକ୍ଷର ମନ୍ତ୍ର ଅଟେ l ଏହି ମନ୍ତ୍ରକୁ ୧୦୮ ଥର ଜପ କରିବା ଆବଶ୍ୟକ l ଏହି ମନ୍ତ୍ରଟି ଜୀବନର ସମସ୍ତ ଦୁଃଖ ଦୂର କରିଥାଏ l ଏହି ମନ୍ତ୍ର ଜପ କରିବା ସମୟରେ ହୋମ ଯଜ୍ଞାଦି କରିବା ଦ୍ୱାରା ଅଧିକ ଫଳପ୍ରଦ ହୋଇଥାଏ l ‘ ଓଂ ଶ୍ରୀଙ୍ଗ ନମଃ ଶ୍ରୀକୃଷ୍ଣlୟ ପରିପୂର୍ଣତମାୟ ସ୍ୱାହା l ‘
– ଏହି ୮ ଅକ୍ଷର ବିଶିଷ୍ଠ ଶ୍ରୀକୃଷ୍ଣଙ୍କ ମନ୍ତ୍ର ଜପ କରିବା ଦ୍ୱାରା ତାର ସମସ୍ତ ଇଛା ପୂରଣ ହୋଇଥାଏ l ଭୌତିକ ସୁଖ ପାଇଁ ଓ ନିଜ ମନର ମନୋସ୍କାମନା ପୂରଣ କରିବା ପାଇଁ ଠିକ ଭାବରେ ଉଚ୍ଚାରଣ କରିବା ଉଚିତ l ‘ଗୋଲୁଳ ନାଥାୟ ନମଃ l ‘
– ଆର୍ଥିକ କଷ୍ଟ ଦୂର କରିବା ପାଇଁ ଓ ସମସ୍ତ ସିଦ୍ଧି ପ୍ରାପ୍ତି କରିବା ପାଇଁ ଏହି ମନ୍ତ୍ର ଖୁବ ଉପଯୋଗୀ l ଏହାଛଡା ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ହୋଇଥାଏ l ‘କ୍ଳିଙ୍ଗ ଗ୍ଲୋଙ୍ଗ କ୍ଳିଙ୍ଗ ଶ୍ୟାମଲଙ୍ଗାୟା l ‘
– ଏହା ଗୋଟିଏ ଏଭଳି ଦିବ୍ୟ ମନ୍ତ୍ର ଯାହାକି ବିବାହ ସହିତ ଯୋଡି ହୋଇଥାଏ , ପ୍ରତ୍ୟେକ ଜାତକ ର ବ୍ୟକ୍ତି ଏହି ମନ୍ତ୍ରକୁ ଜପ କରିବା ଉଚିତ l ‘ଓଂ ନମୋ ଭଗବତେ ଗୋବିନ୍ଦାୟ ନମଃ l ‘