ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

0

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ୯ ଜଣ ବିଧାନସଭା ପଟ୍ଟନାୟକ ଓ ଜଣେ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

୧) ଭୁବନେଶ୍ୱର ମଧ୍ୟ-ଅନନ୍ତ ନାରାୟଣ ଜେନା

୨)ଲକ୍ଷ୍ମୀପୁର -ପ୍ରଭୁ ଜାନି

୩)ପାରାଦୀପ-ଗୀତାଞ୍ଜଳି ରାଉତରାୟ

୪)ସମ୍ବଲପୁର-ପ୍ରସନ୍ନ ଆଚାର୍ଯ୍ୟ

୫)ରେଢାଖୋଲ-ରୋହିତ ପୂଜାରୀ

୬)ତେଲକୋଇ-ମାଧବ ସର୍ଦ୍ଦାର

୭)ତାଳଚେର-ବ୍ରଜ ପ୍ରଧାନ

୮)ନର୍ଲା-ମନୋରମା ମହାନ୍ତି

୯)ବାଲିଗୁଡା-ଚକ୍ରମଣି କହଁର

ବାଲେଶ୍ୱର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର

Leave a comment