୨ ଅଲକାଏଦା ଆତଙ୍କବାଦୀ ଗିରଫ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଏଟିଏସକୁ ବଡ ସଫଳତା ମିଳିଛି । କାକୋରି ଅଞ୍ଚଳରୁ ୨ ଆଲକାଏଦା ଆତଙ୍କବାଦୀଙ୍କୁ ଗିରଫ କରିଛି ଏସଟିଏସ । ଏକ ଘରେ ଆତଙ୍କବାଦୀ ଲୁଚିଥିବା ନେଇ ଖବର ମିଳିବା ପରେ ଏଟିଏସ୍‌ ଚଢଉ କରି ଗିରଫ କରିଥିଲା । ଏହା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି । ସେମାନଙ୍କର ସମ୍ପର୍କ ଆଲକାଏଦା ଆତଙ୍କବାଦୀ ସଙ୍ଗଠନ ସହ ଥିବା କୁହାଯାଉଛି । ଏଟିଏସ୍‌ ଏହି ୨ ଯୁବକଙ୍କୁ ଗିରଫ କରି ଅଧିକ ପଚରାଉଚୁରା କରୁଛି ।

Leave a comment