ଓଡ଼ିଶାରେ ମେଣ୍ଟ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ଅମିତ ଶାହ
ଓଡ଼ିଶାରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ବିଜୁ ଜନତା ଦଳ(ବିଜେଡି) ମଧ୍ୟରେ ମେଣ୍ଟ ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ଅମିତ ଶାହା । ଏକ ସାକ୍ଷାତକାରରରେ ସେ କହିଛନ୍ତି “ଓଡ଼ିଶାରେ ଭାଜପା କେମିତି ଆଗକୁ ବଢ଼ିବ ସେନଇ କାର୍ଯ୍ୟ କରୁଛୁ । ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ ବୋଲି ଆଶା ରହିଛି ।
ତେବେ ମେଣ୍ଟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇ ନଥିବା ସେ କହିଛନ୍ତି ।