ବିରାଟ ପାଇଲେ ତୁସାଦ ମ୍ୟୁଜିୟମରେ ସ୍ଥାନ
ଓଡିଶାଫାଷ୍ଟ (ବ୍ୟୁରୋ)-ବେକ ଏଞ୍ଜୁରି ଯୋଗୁ ଇଣ୍ଡିଆ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲି ଏବେ କ୍ରିକେଟଠାରୁ ଦୂରରେ ରହି ଚିକିିତ୍ସିତ ହେଉଛନ୍ତି। ତେବେ ଏହା ଭିତରେ ବିରାଟ ତାଙ୍କ ଫ୍ୟାନସ୍ଙ୍କ ପାଇଁ ଏକ ଖୁସି ଖବର ସେୟାର କରିଛନ୍ତି। ଜୁନ ୬ ତାରିଖଠାରୁ ଦିଲ୍ଲୀସ୍ଥିତ ମେଡମ ତୁସାଦ ମ୍ୟୁଜିୟମରେ ବିରାଟଙ୍କ ଷ୍ଟାଚ୍ୟୁ ନଜର ଆସିବ। ବିରାଟ ନିଜେ ଏହି ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି।
Related Posts
ସୂଚନାଥାଉ କି, ଆଇପିଏଲ୍ ମ୍ୟାଚ ସମୟରେ ବିରାଟଙ୍କ ବେକରେ ଆଘାତ ଲାଗିଥିଲା। ବିରାଟଙ୍କ ପରିବାର ଗତକାଲି ମୁମ୍ବାଇରେ ପହଞ୍ଚିଛନ୍ତି।