ରାଜ୍ୟରେ ଚିହ୍ନଟ ହେଲେ ୪୨୦୯ କରୋନା ସଂକ୍ରମିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୨୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୫୫୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୪୧ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୭୬୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
Covid-19 Report For 18th September
New Positive Case: 4209
In Quarantine: 2441
Local Contacts: 1768(Details of local contacts will be shared by concerned Dist Administration)
District Wise Cases
1. Angul: 109
2. Balasore: 183
3. Bargarh: 116
4. Bhadrak: 43
5. Balangir: 78— I & PR Department, Odisha (@IPR_Odisha) September 19, 2020
22. Mayurbhanj: 107
23. Nawarangpur: 102
24. Nayagarh: 47
25. Nuapada: 52
26. Puri: 326
27. Rayagada: 92
28. Sambalpur: 154
29. Sonepur: 83
30. Sundargarh: 121
31. State Pool: 210New Recovery: 4101
Cumulative Tested: 2715822
Positive: 175550
Recovered: 137567
Active Case: 37239— I & PR Department, Odisha (@IPR_Odisha) September 19, 2020