Browsing Tag

Woman Attempts Suicide By Jumping Off Jobra Bridge Into Mahanadi River In Cuttack

କଟକ ଯୋବ୍ରା ବ୍ୟାରେଜ୍‌ରେ ମହାନଦୀକୁ ଡେଇଁଲେ ଯୁବତୀ

ମହାନଦୀକୁ ପୁଣି ଡେଇଁଲେ ଜଣେ ଯୁବତୀ । କଟକ ଯୋବ୍ରା ବ୍ୟାରେଜ୍‌ରେ ମହାନଦୀକୁ ଡେଇଁଛନ୍ତି ଯୁବତୀ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଯୁବକ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର କରିବା ପରେ ବ୍ୟକ୍ତି ଜଣଙ୍କ ଆଉ ଉପରକୁ ଆସି ପାରୁ ନାହାନ୍ତି। ଘଟଣା ସ୍ଥଳରେ ଦମକଳ ବାହିନର…