ପଶ୍ଚିମ ଓଡ଼ିଶାର ବିଜେଡିର ବାହୁବଳୀ ନେତା ନବ ଦାସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି : ତାରା ବାହିନୀପତି
ନବ ଦାସଙ୍କ ହତ୍ୟା ପଛର ଉଦ୍ଦେଶ୍ୟ କ'ଣ? କ୍ରାଇମବ୍ରାଞ୍ଚ ହତ୍ୟାର ମୋଟିଭା ବା ଉଦ୍ଦେଶ୍ୟକୁ ନେଇ କିଛି ସ୍ପଷ୍ଟ କରିନି। କିନ୍ତୁ ଏହାରି ଭିତରେ ହତ୍ୟା ପଛର ଉଦ୍ଦେଶ୍ୟକୁ ନେଇ ବୟାନବାଜି ତେଜିଛି। ବିରୋଧୀ ଏହି ପ୍ରସଙ୍ଗରେ ଶାସକ ଦଳକୁ ଷଣ୍ଢୁଆଶୀ ଆକ୍ରମଣ କରୁଛନ୍ତି। ବିଜେପି ନେତା ହତ୍ୟା…