ଅଷ୍ଟ୍ରେଲିଆରେ ବିରାଟ ବାହିନୀଙ୍କ ବିରାଟ ବିଜୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟିମ୍ ଇଣ୍ଡିଆ ଇତିହାସରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ । ଦୀର୍ଘ ୭୧ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ଟିମ୍କୁ ହରାଇ ଐତିହାସିକ ସଫଳତା ହାସଲ କରିଛନ୍ତି ବିରାଟ ବାହିନୀ । ସିଡ୍ନୀ ଗ୍ରାଉଣ୍ଡରେ ଖେଳାଯାଇଥିବା ୪ର୍ଥ ଟେଷ୍ଟର ଅନ୍ତିମ ଦିନ ବର୍ଷା ଯୋଗୁ…