ସନ୍ଦେହରେ ସଚିବଙ୍କ ବଦଳି ଆଦେଶ, ବିଜ୍ଞପ୍ତିରେ ବ୍ୟାପକ ଅନୀୟମିତତା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୨୫ ତାରିଖରେ ପରିବହନ ସଚିବଙ୍କ ପତ୍ର ସଂଖ୍ୟା ୭୧୫୧ ଅନୁଯାୟୀ ଏକ ବଦଳି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ୪ ଜଣ ଆଡିସନାଲ୍ ଆର୍ଟିଓଙ୍କୁ ବଦଳି କରାଯାଇଛି । ହେଲେ ଉକ୍ତ ବିଜ୍ଞପ୍ତିରେ ବ୍ୟାପକ ଅନୀୟମିତତା ଥିବା କଥା ସ୍ପଷ୍ଟ ବାରି ହୋଇପଡୁଛି ।…