ଏଥର ଚନ୍ଦ୍ର ଗ୍ରହଣରେ ଏହି ରାଶିଗୁଡି଼କ ପାଇଁ ଅଶୁଭ ଅଟେ, ପଡିପାରେ ଏଭଳି ଖରାପ ପ୍ରଭାବ
ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ। ତେବେ ଆସନ୍ତା ୧୬ ତାରିଖ ଦିନ (କୁମାର ପୂର୍ଣ୍ଣିମା) ଅବସରରେ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ପଡୁଥିବା ସୂଚନା ରହିଛି । ଏହି ଚନ୍ଦ୍ରଗ୍ରହଣ ବିଶେଷ ଭାବରେ ଉଲ୍ଲେଖନୀୟ ବୋଲି…