ଯଦି ଆପଣଙ୍କ ହାତରୁ ଏହି ୫ଟି ଜିନିଷ ଖସିପଡ଼େ, ତେବେ ଜାଣିନେବେ ଏହା ହେଉଛି ଅଶୁଭ ଲକ୍ଷଣ
ପ୍ରତ୍ୟେକ ଦିନ ଆମ ସହିତ ଏପରି କିଛି ଘଟିଥାଏ ଯାହାକୁ ଆମେ ଅଣଦେଖା କରିଦେଇ ଥାଉ । କିନ୍ତୁ ତାର ସିଧାସଳଖ ସମ୍ପର୍କ ଆମ ଜୀବନ ସହିତ ରହିଥାଏ । ଆମ ମଣିଷ ଜୀବନ ରେ ଧର୍ମ ର ଖୁବ୍ ମହତ୍ତ୍ଵ ରହିଛି । ଧର୍ମ କାର୍ଯ୍ୟରେ ବିଶେଷ ଭାବରେ ଶୁଭ ଓ ଅଶୁଭ କୁ ନେଇ ଆମେ ବିଭିନ୍ନ ସମୟରେ ବିଭିନ୍ନ କଥା…