ଆସନ୍ତା ୧୪ରୁ ହେବ ସଂସଦର ଶୀତ ଅଧିବେଶନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତ ଅଧିବେଶନ। କୋଭିଡ ଚ୍ୟାଲେଞ୍ଜ ଭିତରେ ସଂସଦରେ ଅଧିବେଶନ ପାଇଁ ପ୍ରସ୍ତୁତି ଜୋରଦାର କରାଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଧିବେଶନ ପାଇଁ ଅଭୂତପୂର୍ବ ସତର୍କତା ଅବଲମ୍ବନ କରାଯାଉଛି। ପ୍ରଥମ…