Browsing Tag

The Ultimate Test confirmed for 7-11 June at The Oval

ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ତାରିଖ ଘୋଷଣା କଲା ଆଇସିସି

ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ପାଇଁ ତାରିଖ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) । ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲର ଦ୍ବିତୀୟ ସଂସ୍କରଣ ଲଣ୍ଡନ ସ୍ଥିତ ଦି ଓଭାଲ୍‌ରେ ଖେଳାଯିବ । ଆସନ୍ତା ଜୁନ ୭ରୁ ୧୧ ତାରିଖ ଯାଏଁ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବା ନେଇ…