Browsing Tag

The Prime Minister broke his fast after 11 days

୧୧ ଦିନ ପରେ ଉପବାସ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

ପ୍ରଭୁ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହେବା ପରେ ୧୧ ଦିନର ଉପବାସ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୋବିନ୍ଦ ଦେବ ଗିରି ମହାରାଜ ପ୍ରଧାନମନ୍ତ୍ରୀଙ୍କୁ ଚରଣାମୃତ ପିଆଇ ଉପବାସ ଭଙ୍ଗ କରିଛନ୍ତି। ଏଥିସହିତ ମୋଦୀଙ୍କ ଭକ୍ତିକୁ ଗୋବିନ୍ଦ ଦେବ ଗିରି ମହାରାଜ…