ଝାରସୁଗୁଡ଼ାରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର
ଝାରସୁଗୁଡ଼ାରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଛି ମୃତଦେହ । ଏଥିପାଇଁ ଝାରସୁଗୁଡ଼ା ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।
ରବିବାର ସକାଳୁ ସରକାରୀ ବାସଭବନରେ ରହିଥିଲା ନବ ଦାସଙ୍କ ପାର୍ଥିବ…