ପୋଷା କୁକୁର ସ୍ମୃତିରେ ମାର୍ବଲ ମନ୍ଦିର
ତାମିଲନାଡୁର ଶିବଗଙ୍ଗା ଜିଲ୍ଲାର ଜଣେ ୮୨ ବର୍ଷୀୟ ବୃଦ୍ଧ ନିଜ ପୋଷା କୁକୁରର ସ୍ମୃତିକୁ ଉଜ୍ଜିବୀତ କରିବାକୁ ମାର୍ବଲର ଏକ ମନ୍ଦିର ନିର୍ମାଣ କରି ତା’ମଧ୍ୟରେ କୁକୁରର ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ମାର୍ବଲର ପ୍ରତିମୂର୍ତ୍ତି ନିର୍ମାଣରେ ବକ୍ତିଜଣକ ୮୦ ହଜାର ଟଙ୍କା ଖର୍ଚ୍ଚ କରିଥିବା…