Browsing Tag

The lock was broken and the inner treasure was opened due to the lack of opening: Arvind Padhee

ତାଲା ନଖୋଲିବାରୁ ତାଲା ଭଙ୍ଗା ଯାଇ ଭିତର ରତ୍ନଭଣ୍ଡାର ଖୋଲାଯାଇଛି: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। । ଖୋଲାଗଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର । ତାଲା ନଖୋଲିବାରୁ ତାଲା ଭଙ୍ଗା ଯାଇ ଭିତର ରତ୍ନଭଣ୍ଡାର ଖୋଲା ଯାଇଛି। ପାଖାପାଖି ସାଢେ ଚାରି ଘଣ୍ଟା ପରେ ଶ୍ରୀମନ୍ଦିରରୁ ବାହାରିଛନ୍ତି ୧୧ ଜଣିଆ ରତ୍ନଭଣ୍ଡାର ଯାଞ୍ଚ କମିଟି। ଏହା ପରେ ସାମ୍ବାଦିକଙ୍କ ସହ…