ଚାନ୍ଦିପୁରରେ ମିସାଇଲ ‘ SMART ‘ର ସଫଳ ପରୀକ୍ଷଣ
ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ସୋମବାର ବାଲେଶ୍ଵର ସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଦୂରଗାମୀ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟରପିଡୋ(SMART)ର ସଫଳ ପରୀକ୍ଷଣ କରିଛି। ବୁଡାଜାହାଜ ନିରୋଧୀ ଯୁଦ୍ଧ କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏହି ମିସାଇଲକୁ…