ଓଡ଼ିଶାରେ ପ୍ରଥମ ଥର ପାଇଁ ତିଆରି ହେବ ସେମିକଣ୍ଡକ୍ଟର; ୧ ହଜାର କୋଟିର ପୁଞ୍ଜି ନିବେଶ କରିବ ସିଲିକନ୍ ପାୱାର ଗ୍ରୁପ
ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ):ଓଡ଼ିଶାରେ ପ୍ରଥମ ଥର ପାଇଁ ତିଆରି ହେବ ସେମିକଣ୍ଡକ୍ଟର । ରାଜ୍ୟରେ ୧୫୦ ଏମଏମ କ୍ଷମତା ସମ୍ପନ୍ନ ସିଲିକନ କାର୍ବାଇଡ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛି ଆମେରିକାର ସିଲିକନ ପାୱାର ଗ୍ରୁପ୍ । ଗ୍ରୁପ୍ ର ଭାରତୀୟ ସହଯୋଗୀ ଆରଆଇଆର ପାୱାର ଇଲେକଟ୍ରୋନିକ୍ସ…