ମାର୍ଚ୍ଚରେ ହ୍ରାସ ପାଇଛି ଯାତ୍ରୀବାହୀ ଗାଡ଼ି ବିକ୍ରି
ନୂଆଦିଲ୍ଲୀ : ଭାରତୀୟ ଘରୋଇ ବଜାରରେ ହ୍ରାସ ପାଇଛି ଯାତ୍ରୀବାହୀ ଗାଡିର ବିକ୍ରି । ମାର୍ଚ୍ଚ ମାସର ରିଟେଲ ସେଲରେ ମିଳିଥିବା ରିପୋର୍ଟ ଅନୁଯାୟୀ ଗାଡି ବିକ୍ରିରେ ପ୍ରାୟ ୪.୮୭ ପ୍ରତିଶତ ହ୍ରାସ ପାଇଛି । ମାର୍ଚ୍ଚ ମାସରେ ସମୁଦାୟ ୨ ଲକ୍ଷ ୭୧ ହଜାର ୩୫୮ ୟୁନିଟ ଗାଡି ବିକ୍ରି ହୋଇଥିବା ବେଳେ…