Browsing Tag

rescue operation continues

ଉତ୍ତରପ୍ରଦେଶର ଗୋଣ୍ଡାରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା; ୪ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଉତ୍ତରପ୍ରଦେଶର ଗୋଣ୍ଡାରେ ଗୁରୁବାର ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ଚଣ୍ଡିଗଡ଼ରୁ ଦିବ୍ରୁଗଡ଼ ଯାଉଥିବା ଦିବ୍ରୁଗଡ଼ ଏକ୍ସପ୍ରେସ୍ ଚାଇନଚ୍ୟୁତ୍ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ ରେଳ ଗାଡ଼ିର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ୍ ହୋଇଛି । ରେଳ ଗାଡ଼ିଟି ଗୋଣ୍ଡା ନିକଟ ଝିଲାହୀ ରେଲୱେ…

କାଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍; ୫ମୃତ, ଉଦ୍ଧାର କାର୍ଯ୍ୟ ଜାରି

ପଶ୍ଚିମବଙ୍ଗର ନିଉ ଜଲପାଇଗୁରୀ ନିକଟରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାଞ୍ଚନଜୁଙ୍ଗା ଏକ୍ସପ୍ରେସ ଭିତରକୁ ମାଲ୍ ଗାଡ଼ିର ଗୋଟିଏ ବଗି ପଶି ଯାଇଥିବା ବେଳେ…

ପୁଣିଥରେ ମୁକୁଳା ବୋରୱେଲରେ ଫସିଲା ଜୀବନ

ରାଜସ୍ଥାନ ଗଙ୍ଗାପୁରରେ ଅଭାବନୀୟ ଘଟଣା। ବୋରୱେଲ ମଧ୍ଯରେ ଫସିଛି ଜୀବନ। ୧୦୦ ଫୁଟର ବୋରୱେଲ ଭିତରକୁ ଖସିପଡିଛନ୍ତି ଗୁଦଲା ଗ୍ରାମର ୨୫ ବର୍ଷୀୟ ଯୁବତୀ ମୋନା ବାଇ । ସୂଚନା ମୁତାବକ ଯୁବତୀ ଜଣଙ୍କ ମଙ୍ଗଳବାର ଦିନ ସନ୍ଧ୍ଯାରୁ ନିଖୋଜ ଥିଲେ । ଏକ ମୁକୁଳା ବୋରୱେଲ ବାହାରୁ ଯୁବତୀଙ୍କ ଚପଲ ଦେଖି ଘର…

ବୋରଓ୍ବେଲରେ ୬ ବର୍ଷର ଶିଶୁ, ରେସ୍କ୍ୟୁ ଅପରେସନ ଜାରି

ଉତ୍ତର ପ୍ରଦେଶ ହାପୁଡରେ ବୋରଓ୍ବେଲରେ ଅଘଟଣ। ଏକ ପରିତ୍ୟକ୍ତ ତଥା ମୁକୁଳା ବୋରଓ୍ବେଲରେ ଜଣେ ୬ ବର୍ଷୀୟ ବଧିର ଶିଶୁ ଖସିପଡିଛି । ପ୍ରାୟ ୪୦ଫୁଟ ତଳେ ଶିଶୁଟି ଫସି ରହିଥିବା ଜଣାପଡିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଛି । ସ୍ଥାନୀୟ ପ୍ରଶାସନର ଅଧିକାରୀ, ପୋଲିସ,…