ହଟିଲା ଟ୍ବିଟର ଲୋଗୋ, ନୀଳ ଚଢ଼େଇ ବଦଳରେ ହେଲା ‘ଏକ୍ସ’
ହଟିଲା ଟ୍ବିଟର ଲୋଗୋ ଥିବା ନୀଳ ଚଢ଼େଇ । ଏବେ ଟ୍ବିଟରର ନୂଆ ଲୋଗୋ ହେଇଛି। 'ଏକ୍ସ' । ଟେସଲା କମ୍ପାନୀର ମାଲିକ ତଥା ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଟ୍ୱିଟର କିଣିବା ପରଠାରୁ ନିୟମିତ ଏଥିରେ କିଛି ନା କିଛି ପରିବର୍ତ୍ତନ କରିବାରେ ଲାଗିଛନ୍ତି। ମସ୍କ ରବିବାର ଏକ ଆଶ୍ଚର୍ଯ୍ୟକର ଘୋଷଣା କରି…