ରେଳ ମନ୍ତ୍ରୀଙ୍କ ନକଲି ପିଏ ଗିରଫ, ପ୍ରମୋସନ କରାଇ ଦେବା କହି ଟଙ୍କା ଲୁଟୁଥିଲା
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଲୋକମାନେ ଟଙ୍କା ଲୁଟିବା ପାଇଁ ବଡ ବଡ ନେତା, ମନ୍ତ୍ରୀଙ୍କ ନାଁ ବ୍ୟବହାର କରୁଛନ୍ତି ଓ ସାଧାରଣ ଲୋକେ ଏହାର ଶିକାର ହେଉଛନ୍ତି। ସେହିପରି ରେଳମନ୍ତ୍ରୀଙ୍କ ପିଏ କହି ଲୋକଙ୍କୁ ଠକୁଥିବା ଜଣେ ଯୁବକକୁ ଆଜି ପୁଲିସ ଗିରଫ କରିଛି। ଅଭିଯୁକ୍ତ ଗୋପାଳ ଶତପଥୀକୁ ଗିରଫ କରିଛି…