Browsing Tag

Puri SP fell unconscious during the process of opening the ratnabhandar

ରତ୍ନ ଭଣ୍ଡାର ଖୋଲିବା ପ୍ରିକ୍ରିୟା ସମୟରେ ଅଚେତ୍ ହୋଇପଡିଲେ ପୁରୀ ଏସ୍‌ପି

ରତ୍ନ ଭଣ୍ଡାର ଖୋଲିବା ପ୍ରିକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଚାନକ ପୁରୀ ଏସ୍‌ପିଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଛି । ସେ ଅଚେତ ହୋଇ ପଡ଼ିଛନ୍ତି । ଏହାପରେ ତାଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି ଡାକ୍ତର ସିବିକେ ମହାନ୍ତି । ବେହରଣ ଦ୍ୱାର ନିକଟରେ ସେ ଅଚେତ୍‌ ହୋଇ ପଡ଼ିଥିବା ନେଇ ସୂଚନା…