ବିଧାନସଭାର ସମସ୍ତ କାମ ଓଡିଆରେ ହେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ ନାୟକ
ଓଡିଶାଫାଷ୍ଟ( ବ୍ୟୁରୋ): ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନ ପାଇଁ ବହୁ ଆଗରୁ ଦାବି ହେଉଥିଲେ ମଧ୍ୟ ପୁଣି ଏନେଇ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।ଲୋକସେବା ଭବନ ଓ ବିଧାନସଭାର କାର୍ଯ୍ୟାବଳୀ ଓଡ଼ିଆରେ…