Browsing Tag

pawanhans fell in the Arabian Sea

ସମୁଦ୍ର ମଝିରେ ଜରୁରୀକାଳୀନ ଅବତରଣ କଲା ପୱନହଂସ; ୪ ମୃତ

ସମୁଦ୍ର ମଝିରେ ଉଦ୍ଧାର ବେଳେ ଅଘଟଣ । ଚାଲିଗଲା ୪ ଜଣଙ୍କ ଜୀବନ । ଆରବ ସାଗରରେ ପୱନହଂସର ଜରୁରୀକାଳୀନ ଅବତରଣ ପରେ ଏଭଳି ଅଭାବନୀୟ ଅଘଟଣ ଘଟିଛି । ମୃତକମାନେ ହେଲେ ଓଏନଜିସିର ଅଧିକାରୀ ମୁକେଶ ପଟେଲ, ବିଜୟ ମାଣ୍ଡଲୋଇ, ସତ୍ୟମ୍ବାଦ ପାତ୍ର ଓ ଜଣେ କଣ୍ଟ୍ରାକ୍ଟର ସଞ୍ଜୁ ଫ୍ରାନ୍ସିସ । ୪ ଜଣଙ୍କୁ…