Browsing Tag

Panchayat election starts from February 16th

ବାଜିଲା ବିଗୁଲ, ଫେବ୍ରୁଆରୀ ୧୬ରୁ ଆରମ୍ଭ, ପାଞ୍ଚଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଛି । ବିରୋଧୀଙ୍କ ବିରୋଧ ସତ୍ତ୍ୱେ ମଙ୍ଗଳବାର ନିର୍ବାଚନ କମିଶନ ଭୋଟ ଗ୍ରହଣ ନେଇ ତାରିଖ ପ୍ରକାଶ କରିଛନ୍ତି । ଏଥିସହିତ କଟକଣା ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।…