Browsing Tag

odisha politics

ପାୱାର କରିଡରରେ ଚର୍ଚ୍ଚା : ମନ୍ତ୍ରୀମଣ୍ଡଳରେ ହୋଇପାରେ ବଡ଼ଧରଣର ପରିବର୍ତ୍ତନ

ଭୁବନେଶ୍ୱର : ପ୍ରଶାସନ ଏବଂ ବିଜେଡିର ସାଂଗଠନିକ ସ୍ତରରେ ମଧ୍ୟ ଏହି ପରିବର୍ତ୍ତନ ହେବ ବୋଲି ସୂଚନା ରହିଛି। ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି ଯେ ନୂତନ କ୍ୟାବିନେଟ୍ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ୨୦୨୪ ସାଧାରଣ ମତଦାନ ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା ମାସରେ ନବୀନ ସରକାରଙ୍କ ପଞ୍ଚମ…

ବିଚିତ୍ର ନବୀନଙ୍କ ରାଜନୀତି

ଓଡ଼ିଶା ଫାଷ୍ଟ (ବିଜୟ ସାହୁ): ବଡ଼ ବିଚିତ୍ର ନବୀନ ପଟ୍ଟନାୟକ ଙ୍କ ରାଜନୀତି । ୨୦୦୦ ରେ ବିଜୟ ମହାପାତ୍ରଙ୍କୁ କାଟିବାକୁ ଅତନୁ ମହାଶୟ ପ୍ରଜାତନ୍ତ୍ର ଛାଡି ପାଟକୁରା ରେ ପଶିଗଲେ । ଅବଶ୍ୟ ପାଟକୁରା ବାସୀ ଗ୍ରହଣ କଲେନି ଓ ହରେଇ ଦେଲେ । କିନ୍ତୁ ବିଜୟ ମହାପାତ୍ର ତ୍ରିଲୋଚନ ଙ୍କୁ ବହୁ ଭୋଟରେ…

ବୈଜୟନ୍ତଙ୍କୁ ବିଜେପି ବ୍ୟାନ, ପଢନ୍ତୁ ନବୀନ ଙ୍କ ମାଷ୍ଟର ଷ୍ଟ୍ରୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୈଜୟନ୍ତଙ୍କୁ ନେବନି ବିଜେପି । ପ୍ରଧାନମନ୍ତ୍ରୀ ମୋଦି ଙ୍କ ଗୁଣଗାନ କରି ବିଜେଡ଼ି ର ଚକ୍ଷୁଶୀଳ ହୋଇଥିଲେ ବୈଜୟନ୍ତ । ବିଜେପି ପ୍ରୀତି ପାଇଁ ଦଳ ତାଙ୍କୁ ନିଲମ୍ବିତ କରିଥିଲା । ଏପରିକି ଓଡ଼ିଶାର ଶିଳ୍ପପତି ଡାକ୍ତର ବଂଶୀଧର ପଣ୍ଡା ଙ୍କ ଶେଷ ଦର୍ଶନ କୁ ବଏକଟ…