ବିଜେଡ଼ିର ନୂଆ ଟ୍ରିକ-ଗୁଇନ୍ଦା ପଛରେ ପ୍ରାଇଭେଟ ଗୁଇନ୍ଦା, ଦେଖନ୍ତୁ ଭିଡ଼ିଓ
ବିଜେଡ଼ିର ନୂଆ ଟ୍ରିକ, ଗୁଇନ୍ଦା ପଛରେ ପ୍ରାଇଭେଟ ଗୁଇନ୍ଦା
ଅବିଶ୍ୱାସ ବଳୟ ଭିତରେ ବିଜେଡି, ବିଜେଡି ଆନ୍ତଃ କନ୍ଦଳ ଦେଖି ବିଜେପି ଖୁସ
ମୌକା ଦେଖି ମାରିବ ଚୌକା,ଠିକ ବେଳକୁ ଝାମ୍ପି ନେବ
ଖୋଜାଯାଉଛି ଦଳର ବିଭୀଷଣ କୁ
ହଁ ଆଜ୍ଞା ଏଭଳି କିଛି ଚର୍ଚ୍ଚା ଓଡ଼ିଶା ରାଜନୀତି କୁ ସରଗରମ କରୁଛି…