ହୋଲିରେ ରକ୍ତର ଛିଟା; ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ଜଣେ ମୃତ, ୨ ଗୁରୁତର
ଆଜି ରଙ୍ଗର ପର୍ବ ହୋଲି। ସବୁଠି ଉତ୍ସବମୁଖର ପରିବେଶ। ରଙ୍ଗର ପର୍ବରେ ରଙ୍ଗୀନ ହୋଇ ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ମଉଜ ମସ୍ତି କରୁଛନ୍ତି ଲୋକେ। ତେବେ ଏ ମଧ୍ୟରେ ରକ୍ତର ହୋଲି ଖେଳିଥିବା ଦେଖିବାକୁ ମିଳିଛି | କିଛି ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ଜଣେ…