ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଦୁହୋମା
ଶୁକ୍ରବାର ଠାରୁ ଜୋରାମ୍ ପିପୁଲ୍ସ ମୁଭମେଣ୍ଟ ପାର୍ଟି ହାତରେ ମିଜୋରାମର ଶାସନ ଭାର । ଜେଡପିଏମ୍ ନେତା ଲାଲଦୁହୋମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବାହ୍ଣ ୧୧ଟା ବେଳେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ହୋଇଛି । ରାଜ୍ୟପାଳ ରାଜ୍ୟପାଳ ହରି ବାବୁ କାମ୍ଭମପତି ଲାଲଦୁହୋମାଙ୍କୁ ପଦ ଓ…