Browsing Tag

kolkata 12 dead

ପଶ୍ଚିମବଙ୍ଗରେ ପ୍ରଳୟ: ଅନ୍ୟୂନ ୧୨ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଶ୍ଚିମବଙ୍ଗରେ ତାଣ୍ଡବଲୀଳା କଲା ବାତ୍ୟା ଅମ୍ଫାନ୍ । ଏଥିପାଇଁ ଅନ୍ୟୂନ ୧୨ଜଣ ବ୍ୟକ୍ତଙ୍କର ମୃତ୍ୟୁ ଘଟିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଘଣ୍ଟା ପ୍ରତି ୧୯୦ କିଲୋମିଟର୍ ପବନ ସଙ୍ଗକୁ ପ୍ରବଳବର୍ଷା ଯୋଗୁଁ କେତେକ ଘରଦ୍ବାର ଓ ଚାଷଜମି ବୁଡ଼ିଯାଇଛି।…