ଝାରସୁଗୁଡ଼ା ନିର୍ବାଚନ; ସମସ୍ତ ବୁଥ୍ରେ ଶତ ପ୍ରତିଶତ ୱେବ୍ କାଷ୍ଟିଙ୍ଗ ବ୍ୟବସ୍ଥା
ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବୁ ବୁଥ୍ରେ ଏଥର ଶତ ପ୍ରତିଶତ ୱେବ୍ କାଷ୍ଟିଙ୍ଗ ବ୍ୟବସ୍ଥା କରାଯିବ । ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କ ଦ୍ୱାରା କୌଣସି ଲୋଭନୀୟ ପ୍ରସ୍ତାବ କିମ୍ବା ଆର୍ôଥକ ସହାୟତା ଭୋଟର୍ଙ୍କୁ ଯଚାଯାଇ ପାରିବନାହିଁ । ନିର୍ବାଚନ ପ୍ରଚାର ସମୟରେ…