Browsing Tag

India raised visa policy towards Canada

କାନାଡ଼ା ପ୍ରତି ଭିସା ନୀତି କୋହଳ କଲା ଭାରତ

କାନାଡ଼ା ପ୍ରତି ଭିସା ନୀତି କୋହଳ କଲା ଭାରତ। ନିର୍ଦ୍ଦିଷ୍ଟ କେତୋଟି ବର୍ଗରେ କାନାଡ଼ା ପାଇଁ ଭିସା କୋହଳ କରିବାକୁ ଭାରତ ନିଷ୍ପତ୍ତି ନେଇଛି। ପ୍ରବେଶ ଭିସା, ବ୍ୟବସାୟ, ମେଡିକାଲ ଏବଂ ସମ୍ମିଳନୀ ଭିସାରେ ଭାରତ ସରକାର କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଲିଛି।…