ବଦଳିଲା ବିଶ୍ବକପ୍ ୨୦୨୩ର ଖେଳସୂଚୀ
ଆଇସିସି କ୍ରିକେଟ ବିଶ୍ବ କପ୍ ୨୦୨୩ ରେ ଖେଳାଯିବାକୁ ଥିବା ମୋଟ ୯ଟି ମ୍ୟାଚ୍ର ଖେଳସୂଚୀ ବଦଳିଛି। ଆଇସିସି ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମେତ ମୋଟ ୯ଟି ମ୍ୟାଚ୍ର ସେଡ୍ୟୁଲ ବା ଖେଳସୂଚୀ ପରିବର୍ତ୍ତନ କରିଛନ୍ତି। ବିଶ୍ବକପ୍ରେ ବହୁପ୍ରତିକ୍ଷିତ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ…