କେରଳର ରାଲିରେ ହମାସ ନେତାଙ୍କ ସମ୍ବୋଧନ,ଆରମ୍ଭ ହେଲା ବିବାଦ
ଇସ୍ରାଏଲ ଓ ହମାସ ଗାଜା ଷ୍ଟ୍ରିପ୍ରେ ଯୁଦ୍ଧ ଜାରି ରହିଛି। ହମାସ ଆତଙ୍କବାଦୀଙ୍କୁ ସମୂଳେ ଧ୍ୱଂସ କରିବା ପାଇଁ ଇସ୍ରାଏଲ ଗାଜା ଉପରେ ଚାରିପେଟ ଆକ୍ରମଣକୁ ଜୋରଦାର କରିଛି। ଏହି ଯୁଦ୍ଧକୁ ନେଇ ଭାରତରେ ଅନେକ ଲୋକେ ପାଲେଷ୍ଟାଇନ୍ର ସମର୍ଥନ କରୁଛନ୍ତି। ଏହାରି ଭିତରେ କେରଳରେ ଅୟୋଜିତ ହୋଇଥିବା…