Browsing Tag

Gold loot

ଗ୍ରାହକ ବେଶରେ ଆସି ଲୁଟିନେଲେ ୧୦ ଲକ୍ଷର ସୁନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ଜିଲା ବୈଦନାଥ ଛକ ନିକଟରେ ଥିବା ଏକ ସୁନା ଦୋକାନରେ ବଡ଼ ଧରଣର ଲୁଟ ହୋଇଛି। ବୈଦ୍ୟନାଥ ଛକ ନିକଟସ୍ତ ମୁନ୍ଦ୍ରା ଜ୍ବେଲର୍ସକୁ ଗ୍ରାହକ ବେଶରେ ଆସି ଲୁଟେରା ପାଖାପାଖି ୩୦୦ ଗ୍ରାମ ସୁନାଗହଣା ଥିବା ବାକ୍ସ ଲୁଟ କରିନେଇଥିବା ସମ୍ବଲପୁର ଟାଉନ ଥାନାରେ ଲିଖିତ…