ରାଜ୍ୟରେ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର
ରାଜ୍ୟବାସୀଙ୍କୁ ଖୁସି ଖବର ଦେଲେ ସରକାର। ରାଜ୍ୟରେ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର। ପୂର୍ବଭଳି ପ୍ରଥମ ୫୦ ୟୁନିଟ୍ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଛି। ୫୦ରୁ ୨୦୦ ୟୁନିଟ୍ ପାଇଁ ୟୁନିଟ ପିଛା ଦର ୪ ଟଙ୍କା ରହିଛି। ସେହିପରି ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୫ ଟଙ୍କା ୮୦…