ଶ୍ରୀମନ୍ଦିର ପରିକ୍ରମା ପାଇଁ ଖେମଜି ଫାଉଣ୍ଡେସନ ପକ୍ଷରୁ ୧୧ ଲକ୍ଷ ଅନୁଦାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଗତ କିଛିଦିନ ହେବ ଶ୍ରୀମନ୍ଦିର ସୁରକ୍ଷା ଓ ଏହାର ଚତୁର୍ପାଶ୍ୱର ସୌନ୍ଦର୍ଯ୍ୟ ଉପରେ ସରକାର ବିଶେଷ ଧ୍ୟାନ ଦେଉଛନ୍ତି । ଶ୍ରୀମନ୍ଦିର ପ୍ରଶାସକ ଡା କ୍ରିଷନ କୁମାର ନିଜ ଦାୟିତ୍ୱ ଅତ୍ୟନ୍ତ ନିଷ୍ଠାର ସହ ପ୍ରତିପାଦନ କରୁଛନ୍ତି । ଡା କ୍ରିଷନ କୁମାରଙ୍କ ଉପସ୍ଥିତିରେ…