ବିଜେଡି ହାତରେ ଧାମନଗର ଏନଏସି
ଭଦ୍ରକ : ଭଦ୍ରକ ଜିଲ୍ଲାର ଧାମନଗର ଏନଏସିରେ ମୋଟ ୧୧ଟି ୱାର୍ଡ଼ରୁ ୯ଟି ୱାର୍ଡ଼ରେ ବିଜେଡ଼ି କାଉନସିଲର ବିଜୟୀ ହୋଇଥିବାବେଳେ ୨ଟି ୱାର୍ଡରେ ବିଜେପି କାଉନସିଲର ବିଜୟୀ ହୋଇଛନ୍ତି । ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ। ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇଲେ…